ହାଡ଼ ମଜଭୁତ୍‌ କରେ କଲରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ହାଡ଼ ମଜଭୁତ୍‌ କରେ କଲରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କଥାରେ ଅଛି ବୁଝ ନ ବୁଝୁ ପଢ଼ ଗୀତା ରୁଚୁ ନ ରୁଚୁ ଖାଆ ପିତା। ତେଣୁ ହୁଏତ କଲରା ପାଟିକୁ ସ୍ୱାଦ ଲାଗି ନପାରେ କିନ୍ତୁ ଏହା ଆମ ଶରୀର ପାଇଁ ବେଶ ଉପକାରୀ। ଅନେକ ରୋଗର ମହୋଷଧୀ ହେଉଛି କଲରା।

ତେବେ ଆସନ୍ତୁ ଜାଣିବା କଲରା ଖାଇବା ଦ୍ୱାରା ଆମ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ। କଲରାରେ ଫାଇବର ରହିଛି। ତେଣୁ କଲରା ରସକୁ  ପିଇଲେ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଏବଂ ଓଜନ ମଧ୍ୟ କମ୍‌ ହୋଇଥାଏ। କଲରାରେ ଅଲ୍କେଲାଇଡ୍‌ସ୍‌ ଥିବାରୁ ରକ୍ତ ସଞ୍ଚାଳନକୁ ସକ୍ରିୟ କରିଥାଏ। ହୃଦ୍ ଜନିତ ସମସ୍ୟାକୁ ଦୂର କରିପାରେ ଏହି ପରିବା।

ଯଦି ଆପଣ ବିଭିନ୍ନ ଇନଫେକ୍ସନରୁ ନିଜରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ କଲରା କିମ୍ବା କଲରାର ପତ୍ରକୁ ପାଣିରେ ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ। ଯଦି ଆପଣଙ୍କର ପାଚନ ଶକ୍ତି ଦୁର୍ବଳ ଅଛି ତେବେ କଲରା ଖାଆନ୍ତୁ। ଏହା ପାଚନ ଶକ୍ତିକୁ ମଜବୁତ ରଖିଥାଏ। ଏଥିରେ ଅଧିକ ପରିମାଣରେ କ୍ୟାଲ୍‌ସିୟମ ଥିବାରୁ ଏହା ଦ୍ୱାରା ହାଡ଼ ମଜଭୁତ୍‌ ହୋଇଥାଏ।



from Odisha Reporter http://bit.ly/2SOse0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages