ଲଞ୍ଚ ପୂର୍ବରୁ ସାମସଙ୍ଗ୍‌ର ଏହି ସ୍ମାର୍ଟଫୋନ୍‌ର ରେଟ୍‌ ଲିକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଲଞ୍ଚ ପୂର୍ବରୁ ସାମସଙ୍ଗ୍‌ର ଏହି ସ୍ମାର୍ଟଫୋନ୍‌ର ରେଟ୍‌ ଲିକ୍‌

ନୂଆଦିଲ୍ଲୀ:ନୋକିଆ ଡିସ୍‌ପ୍ଲେ ଫର୍ମାଟ ବିଶିଷ୍ଟ ଏକ ନୂଆ ସ୍ମାର୍ଟଫୋନ୍‌କୁ ଲଞ୍ଚ୍ କରିବା ପାଇଁ ସାମସଙ୍ଗ୍‌ ଯୋଜନା କରିଛି। Galaxy M series ଅଧୀନରେ ଏହି ଫୋନ୍‌ ଲଞ୍ଚ ହେବ। ଜାନୁଆରୀ ୨୮ରେ ଏହି ଫୋନ୍‌ ଲଞ୍ଚ  ହେବାର ଯୋଜନା ରହିଥିଲା।  ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟରେ ଦୁଇଟି ସ୍ମାର୍ଟଫୋନ୍‌ ଲଞ୍ଚ ହେବାର କାର୍ଯ୍ୟକ୍ରମ ଥିଲା।  ଅର୍ଥାତ ଭାରତରେ ୪ଟି ସ୍ମାର୍ଟ ଫୋନ୍‌ ଲଞ୍ଚ ହେବାର କାର୍ଯ୍ୟକ୍ରମ ଥିଲା। ଏହି ଭ୍ୟାରିଆଣ୍ଟ ଗୁଡ଼ିକ Galaxy M10 ଏବଂ Galaxy M20 ମଡେଲର ଫୋନ୍‌ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, Galaxy M10 ୩ଜିବିରେ ଲଞ୍ଚ ହେବାକୁ ଥିବା ବେଳେ ୩୨ ଜିବି ଷ୍ଟୋରେଜ୍‌ ରହିଛି। ଉଭୟ ଭର୍ସନରେ Micro SD card ସପୋର୍ଟ ରହିଛି। ତେବେ ପୂର୍ବରୁ ଏବାବଦରେ ସାମ୍‌ସଙ୍ଗ ଆମାଜନ୍‌ରେ ଏକ୍ସକ୍ଲୁସିଭ୍‌ କହି ସୂଚନା ଦେଇଥିଲା। କିନ୍ତୁ ଫୋନ୍‌ର ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲା।

ହେଲେ ଲଞ୍ଚ ପୂର୍ବରୁ  ଦର ଲିକ୍‌ ହୋଇଥିବା ଜଣାପଡ଼ିଛି। Samsung Galaxy M10 2GB RAMର ମୂଲ୍ୟ 7,990 ଟଙ୍କା କୁହାଯାଉଥିବା ବେଳେ 3GB RAM variantର ମୂଲ୍ୟ 8,990 ଟଙ୍କା ବୋଲି କୁହାଯାଉଛି। ତେବେ Samsung Galaxy M20 3GB RAM, 32GB storage ଏବଂ 4GB RAM ଏବଂ 64GB storageର ଉପଲବ୍ଧ ହେବ। ତେବେ 3GB RAM variant ଥିବା ଫୋନ୍‌ର ମୂଲ୍ୟ 12,990 ଟଙ୍କା ହେବ।



from Odisha Reporter http://bit.ly/2S16cLc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages