ନନ୍ଦନକାନନ ବାଘ ଏନ୍‌କ୍ଲୋଜରରେ କୁମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ନନ୍ଦନକାନନ ବାଘ ଏନ୍‌କ୍ଲୋଜରରେ କୁମ୍ଭୀର

Nandankanan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନ ବାଘ ଏନ୍‌କ୍ଲୋଜରରେ ଆଜି ଏକ କୁମ୍ଭୀରକୁ ଦେଖିବାକୁ ମିଳିଥିଲା। ଏହା ଜଣାପଡ଼ିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। କୁମ୍ଭୀରଟିକୁ ଉଦ୍ଧାର କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ କୁମ୍ଭୀରଟି କୌଣସି ସ୍ଥାନରୁ ଆସି ଏନ୍‌କ୍ଲୋଜରରେ ପଶି ନଥିଲା। ଏହା ଛୁଆବେଳୁ ସେଠାରେ ଥିଲା। ହେଲେ ନନ୍ଦନକାନନ କର୍ତ୍ତୃପକ୍ଷ ଏହା ଜାଣି ନଥିଲେ। କୁମ୍ଭୀର ଟିକେ ବଡ଼ ହୋଇଯିବା ପରେ ଆଜି ସେଠାରେ ଥିବା ଜଣାପଡ଼ିଥିଲା।

ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି, “କୁମ୍ଭୀରଟି ଏନ୍‌କ୍ଲୋଜର କଡ଼ରେ ଥିବା ପାଣି ନାଳରେ ଛୋଟ ବେଳୁ ରହିଥିଲା। ତେବେ କୁମ୍ଭୀରକୁ ନେଇ ବାଘ ପ୍ରତି କୌଣସି ବିପଦ ନାହିଁ।”



from Odisha Reporter http://bit.ly/2Fh8TS2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages