ୟେସ୍‌ ବ୍ୟାଙ୍କର ନୂଆ ଏମ୍‌ଡି ଓ ସିଇଓ ହେଲେ ନବନୀତ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ୟେସ୍‌ ବ୍ୟାଙ୍କର ନୂଆ ଏମ୍‌ଡି ଓ ସିଇଓ ହେଲେ ନବନୀତ ସିଂହ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ନୂଆ ଏମ୍‌ଡି ଓ ସିଇଓ ଭାବେ ନବନୀତ ସିଂହ ଗିଲ୍‌ ନିଯୁକ୍ତି ପାଇଛନ୍ତି। ଆର୍‌ବିଆଇ ପକ୍ଷରୁ ଏଭଳି ନିଯୁକ୍ତିକୁ ସ୍ୱୀକୃତି ଦିଆଯାଇବା ସହ ଶ୍ରୀ ଗିଲ ମାର୍ଚ୍ଚ ୧ରେ ୟେସ୍‌ ବ୍ୟାଙ୍କ ଦାୟିତ୍ୱ ନେବେ। ଏବେ ୟେସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଭାବେ ରାନା କପୁର କାର୍ଯ୍ୟ କରୁଛନ୍ତି।

ୟେସ୍‌ ବ୍ୟାଙ୍କର ନେଟ୍‌ ଲାଭାଂଶ ଦିନକୁ ଦିନ ହ୍ରାସ ପାଉଛି। ଏପରି କି ତୃତୀୟ କ୍ୱାର୍ଟରରେ ବ୍ୟାଙ୍କରେ ନେଟ୍‌ ଲାଭାଂଶ ୭% ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଘରୋଇ ବ୍ୟାଙ୍କ ନିଜର ଏମ୍‌ଡି ଓ ସିଇଓ ପଦବୀ ପାଇଁ ନବନୀତ ସିଂହ ଗିଲ୍‌ଙ୍କୁ ନିଯୁକ୍ତି ଦେଇଥିବା କୁହାଯାଉଛି।

ଡିସେମ୍ବର ୩୧ରେ ବ୍ୟାଙ୍କର ନେଟ୍‌ ଲଭାଂଶ ୧୦୦୭ କୋଟି ଟଙ୍କା ଥିଲା। କିନ୍ତୁ ଏବେ ଏହା ୧୦୦୨ କୋଟି ଟଙ୍କାକୁ ଖସି ଆସିଛି।



from Odisha Reporter http://bit.ly/2T5O1Bu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages