ଧରାପଡ଼ିଲେ ୧୬ ମାଟ୍ରିକ୍‌ ଫେଲ ପାଇଲଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଧରାପଡ଼ିଲେ ୧୬ ମାଟ୍ରିକ୍‌ ଫେଲ ପାଇଲଟ୍‌

ନୂଆଦିଲ୍ଲୀ:ପାଠରେ ମାଟ୍ରିକ୍‌ ଫେଲ। ହେଲେ ପେଶାରେ ପାଇଲଟ୍‌। ନକଲି ପ୍ରମାଣପତ୍ର ବଳରେ ଡିଗ୍ରୀ ହାସଲ କରି ବିମାନ ପାଇଲଟ୍‌ ହେବା ମହଙ୍ଗା ପଡ଼ଛି। ଫେକ୍‌ ଡିଗ୍ରୀ ପ୍ରମାଣ ପତ୍ର ରଖିଥିବା ଅଭିଯୋଗରେ ପାକିସ୍ତାନର ୧୬ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ୬୫ ଜଣ କ୍ୟାବିନ୍‌ କ୍ରୁଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି। ପାକିସ୍ତାନର ନାଗରିକ ଉଡ଼ାନ ନିୟମ ଅନୁଯାୟୀ ବୁଧବାର ଏ ବିଷୟରେ ସୂଚନା ଦିଆଯାଇଛି। ବିମାନ ସେବାରେ ନିୟୋଜିତ କେତେକ କର୍ମଚାରୀଙ୍କ ବିରୋଧରେ ଫେକ୍‌ ପ୍ରମାଣପତ୍ର ଅଭିଯୋଗ ଆସିଥିଲା। ଏହାପରେ ତଦନ୍ତ କରାଯିବାରୁ ଉପରୋକ୍ତ ଘଟଣା ସାମ୍ନାକୁ ଅସିଛି।



from Odisha Reporter http://bit.ly/2CAuiCY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages