ଛକାରେ ବିଶ୍ୱ ରେକର୍ଡ କଲେ ରୋହିତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ଛକାରେ ବିଶ୍ୱ ରେକର୍ଡ କଲେ ରୋହିତ୍‌

ଆଡେଲେଡ୍‌: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଅଷ୍ଟ୍ରେଲିଆ ମାଟିରେ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ୨ଟି ଛକା ଓ ୨ଟି ଚୌକା ସହାୟତାରେ ୪୩ ରନ୍‌ର ଇନିଂସ୍‌ ଖେଳିଥିଲେ।

ତେବେ ଏହି ୨ଟି ଛକା ମାରି ରୋହିତ ବିଶ୍ୱ ରେକର୍ଡ କରିଛନ୍ତି। କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରତିପକ୍ଷ ଦଳ ବିରୋଧରେ କ୍ରିକେଟର ସବୁ ଫର୍ମାଟରେ ସର୍ବାଧିକ ଛକା ମାରିବା ରେକର୍ଡ ଏବେ ରୋହିତଙ୍କ ନାଁରେ ହୋଇଯାଇଛି।

ରୋହିତ ଅଷ୍ଟ୍ରେଲିଆ ବିରୋଧରେ ଏଯାବତ ୮୯ଟି ଛକା ମାରିଛନ୍ତି। ଆଉ କୌଣସି କ୍ରିକେଟର ଏକ ନିର୍ଦ୍ଦିଷ୍ଟ ଦଳ ବିରୋଧରେ ଏତେ ସଂଖ୍ୟକ ଛକା ମାରି ନାହାନ୍ତି।

ପୂର୍ବରୁ ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ ଥିଲେ। ସେ ଇଂଲଣ୍ଡ ବିପକ୍ଷରେ କ୍ରିକେଟର ସବୁ ଫର୍ମାଟରେ ସର୍ବାଧିକ ୮୮ଟି ଛକା ମାରିଥିଲେ। କିନ୍ତୁ ଗତକାଲି ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨ଟି ଛକା ମାରି ଗେଲ୍‌ଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।



from Odisha Reporter http://bit.ly/2VUerYC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages