
ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ରାସ୍ତାରେ ବୁଲୁଛି ବାଘ। ରାତି ଅଧରେ ସହର ମୁହାଁ ହୋଇଛି କଳରାପତରିଆ ବାଘ। ଯାହାକୁ ନେଇ ଏବେ ଆତଙ୍କିତ ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳବାସୀ। ବାଘଟି ଗତ କିଛି ଦିନ ଧରି ସଇଁତଲା ଅଞ୍ଚଳର ଗୋଳାବାରୁଦ କାରଖାନା ନିକଟରେ ବୁଲୁଥିବା ଦେଖିବାକୁ ମିଳିଛି । ଏମିତିକି ବାଘର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଏ ନେଇ ଟିଟିଲାଗଡ଼ ରେଞ୍ଜର ପ୍ରତିକ୍ରିୟା ରଖି କହିଛନ୍ତି ଲୋକଙ୍କ ସୁରକ୍ଷା ନେଇ ବ୍ୟବସ୍ଥା କରାଯାଉଛି।
from Odisha Reporter http://bit.ly/2UwdlAD
No comments:
Post a Comment