
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରୁଚିକା ଶେଲଟର୍ ହୋମ୍ରୁ ଲୁଚି ପଳାଇଛନ୍ତି ୫ ଜଣ ପିଲା। ଗାଧୁଆ ଘର ଗ୍ରୀଲ୍ ତାଡ଼ି ରାତିରେ ପିଲାମାନେ ପଳାଇ ଯାଇଥିବା ସୂଚନା ମିଳିଛିା
ଏନେଇ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଖୋଳତାଡ଼ ଚଲାଇଛି।
ତେବେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ପିଲା ଖସି ପଳାଇଥିବା ଅଭିଯୋଗ ହୋଇଛି।
from Odisha Reporter http://bit.ly/2F3vqSm
No comments:
Post a Comment