
ରାଞ୍ଚି: ଦୁଇ ଜଣ ବ୍ୟକ୍ତିଙ୍କ ପାଇଁ କାଳ ହୋଇଛି କୋଇଲା ଚୋରି। ଖଣି ଭିତରେ କୋଇଲା ଧସି ଯିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣେ ସେଠାରେ ଫସି ରହିଥିବା ଆଶଙ୍କା କରାଯାଉଛି।
ଝାଡ଼ଖଣ୍ଡର ଧାନବାଦ ନିକଟ ନିରସା ଥାନା ଅନ୍ତର୍ଗତ କପସରାରେ ଥିବା ଇସିଏଲ୍ କୋଇଲା ଖଣିରେ ଘଟିଛି ଏହି ଘଟଣା। ଆଜି ସକାଳେ ନିକଟବର୍ତ୍ତୀ ଗାଁର ବହୁ ପୁରୁଷ ଓ ମହିଳା ପିଲାଛୁଆ ଧରି ଖଣିକୁ ଯାଇଥିବା ବେଳେ ୧୦ ଫୁଟର ଏକ ବିଶାଳ କୋଇଲା ଖଣ୍ଡ ଖସି ପଡ଼ିଥିଲା।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
from Odisha Reporter http://bit.ly/2Tad5qL
No comments:
Post a Comment