ଫସିଯିବେ କି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ? ଠକେଇ ମାମଲାରେ ବାପ-ପୁଅଙ୍କୁ ସମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଫସିଯିବେ କି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ? ଠକେଇ ମାମଲାରେ ବାପ-ପୁଅଙ୍କୁ ସମନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ହଠାତ୍‌ ଦିଲ୍ଲୀ ପୁଲିସ ସକ୍ରିୟ ହୋଇ ଉଠିଛି। ଫସିପାରନ୍ତି ବାପ-ପୁଅ। ଏକ ଠକେଇ ମାମଲାରେ ଓଡ଼ିଶା ପ୍ରଦେଶ କଂଗ୍ରେସ୍‌ ସଭାପତି (ପିସିସି)ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ସମନ୍‌ ହୋଇଛି। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (EOW)ପକ୍ଷରୁ ଏହି ସମନ୍‌ କରାଯାଇଛି।

ଖବର ସରବରାହ ସଂସ୍ଥା ANI ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଆସନ୍ତାକାଲି ଉଭୟ ବାପ-ପୁଅଙ୍କୁ ହାଜର ହେବା ପାଇଁ ସମନ୍‌ କରାଯାଇଛି। ତେବେ କେଉଁ ଠକେଇ ମାମଲାରେ ଏହି ସମନ୍‌ ହୋଇଛି ତାହା ଜଣାପଡ଼ି ନାହିଁ।



from Odisha Reporter http://bit.ly/2MuKfz0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages