‘ନମୋ ଏଗେନ୍‌’ ଟି-ଶାର୍ଟ ପିନ୍ଧି ସଂସଦ ଆସିଲେ ଏହି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

‘ନମୋ ଏଗେନ୍‌’ ଟି-ଶାର୍ଟ ପିନ୍ଧି ସଂସଦ ଆସିଲେ ଏହି ସାଂସଦ

ନୂଆଦିଲ୍ଲୀ: ଆଜି ଲୋକସଭାର ଶୀତ ଅଧିବେସନର ଶେଷ ଦିନରେ ବିଜେପି ସାଂସଦ ଅନୁରାଗ ଠାକୁର ପିନ୍ଧିଥିବା ଏକ ଟି-ଶାର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଶ୍ରୀ ଠାକୁର ପିନ୍ଧିଥିବା ଟି-ଶାର୍ଟର ସାମ୍ନାରେ ଏବଂ ପଛରେ ନମୋ ଏଗେନ୍‌ ବା ନମୋ ପୁଣିଥରେ ବୋଲି ଲେଖା ହୋଇଥିଲା।

ଏହି ଫଟୋଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଟ୍ୱିଟ୍‌ କରିଛନ୍ତି। ସେ ଏହା ଭଲ ଦିଶୁଛି ବୋଲି କହିବା ସହ ଶ୍ରୀ ଠାକୁରଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

କେବଳ ଅନୁରାଗ ଠାକୁର ନୁହନ୍ତି କେନ୍ଦ୍ରମନ୍ତ୍ରୀ ଥୱରଚାନ୍ଦ ଗେହଲଟ ମଧ୍ୟ ‘ ନମୋ ଏଗେନ୍‌’ ଟି-ଶାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।



from Odisha Reporter http://bit.ly/2TCY54S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages