ରିଲିଜ୍ ହେଲା ଫିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ରିଲିଜ୍ ହେଲା ଫିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହୋଇଛି ଓଲିଉଡ୍‌ ଫିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’। ତରଙ୍ଗ ସିନେ ପ୍ରଡକ୍ସନ୍‌ ଦ୍ୱାରା ନିର୍ମାଣ ହୋଇଥିବା ଏହି ଫିଲ୍ମରେ ୩ଜଣ ନବାଗତଙ୍କୁ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଫିଲ୍ମରେ ଅଭିନୟ କରିଥିବା ମୁଖ୍ୟ ୩ଜଣ କଳାକାର ହେଲେ ମହିମା, ଶାୟଲ୍‌ ଏବଂ ରିଶାନ୍‌। ଏହି ଫିଲ୍ମ ମାଧ୍ୟମରେ ଏହି ୩ ନୁଆ ମୁହଁ ଓଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।

ଆଜି କଟକ ଜୟଶ୍ରୀ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର୍‌ ଶୋ’ ରହିଥିଲା। ଏହି ଶୋ’ରେ ଦର୍ଶକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନ୍‌ର ୧୮ତମ ଚଳଚ୍ଚିତ୍ର। ଯେଉଁଥିରେ ଆପଣ ମିହିର୍‌ ଦାସଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ।



from Odisha Reporter http://bit.ly/2FlSWea

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages