
ମାଲକାନଗିରି(ଓଡ଼ିଶା ରିପୋର୍ଟର)ମଣ୍ଡିରେ ଧାନ ଉଠୁନଥିବା ସହ ଅବ୍ୟବସ୍ଥା ଏବଂ କୋରକୋଣ୍ଡା ଲାମ୍ପସର ଏମଡିଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଚାଷୀ। କିଛି ଦିନ ପୂର୍ବେ କୋରକୋଣ୍ଡା ଲାମ୍ପ୍ସ କାର୍ଯ୍ୟାଳୟରେ ଏମ୍ଡି ଜଣେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।
ତେବେ ପୁଲିସ କାହା ଚାପରେ ଏମ୍ଡିଙ୍କୁ ଗିରଫ କରୁନି ବୋଲି ପ୍ରଶ୍ନ କରି ଚାଷୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଧାନ କିଣା ସଠିକ୍ ଭାବେ ନ ହେଲେ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
from Odisha Reporter http://bit.ly/2G8vTDp
No comments:
Post a Comment