ସାର୍‌ଙ୍କୁ ଛାଡ଼ିବାକୁ ଛାତ୍ରୀ ନାରାଜ, ରାସ୍ତାକୁ ଓହ୍ଲାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ସାର୍‌ଙ୍କୁ ଛାଡ଼ିବାକୁ ଛାତ୍ରୀ ନାରାଜ, ରାସ୍ତାକୁ ଓହ୍ଲାଇଲେ

school

ବାଲେଶ୍ୱର(ରଣଜିତ୍ ପାକଳ): ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଶତାଧିକ ଛାତ୍ରୀ ରାସ୍ତାରୋକ କରିଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣାରେ ଆଜି ଦେଖିବାକୁ ମିଳିଛି ଏହି ଘଟଣା। ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ଗେଟ୍‌ ତାଲା ପକାଇ ରାସ୍ତାରେ ବସିଛନ୍ତି।

school1ଏହି ସ୍କୁଲ୍‌ର ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁଙ୍କୁ ଖନ୍ତାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି। ତେବେ ପରୀକ୍ଷା ପାଖେଇ ଆସୁଥିବାରୁ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନ କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରୁଛି।



from Odisha Reporter http://bit.ly/2FYpsDy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages