ଏପଟେ ସ୍ୱାମୀ ପୁଲିସ୍‌ ଅଫିସର, ସେପଟେ ପତ୍ନୀ କଲଗାର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଏପଟେ ସ୍ୱାମୀ ପୁଲିସ୍‌ ଅଫିସର, ସେପଟେ ପତ୍ନୀ କଲଗାର୍ଲ

ନୂଆଦିଲ୍ଲୀ:ଇଂଲଣ୍ଡରେ ଜଣେ ପୁଲିସ ଅଫିସରଙ୍କ ପତ୍ନୀ ଦେହ ବ୍ୟାପାରରେ ଲିପ୍ତ ଥିବା ନେଇ ସାଂଘାତିକ୍‌ ଅଭିଯୋଗ ଆସିଛି। ସମ୍ପୃକ୍ତ ମହିଳା ଜଣକ ଦୀର୍ଘଦିନ ଧରି ଏହି ବ୍ୟବସାୟରେ ଜଡ଼ିତ ଥିବା ଜଣାପଡ଼ିଛି। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଣେ ପୁଲିସ ଅଫିସର ହୋଇଥିଲେ ମଧ୍ୟ ଏ ବିଷୟରେ ଜାଣିପାରି ନଥିଲେ। ତେବେ ଏହି ଘଟଣା ଯେବେ ପଦାକୁ ଆସିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସ୍ଥାନୀୟ ଖବର ମୁତାବକ ୩୦ ବର୍ଷୀୟ ନିକେଲ ଜେନ୍‌ ନାମ୍ନୀ ଜଣେ ମହିଳା ପଇସା ଏବଂ ମଉଜ୍‌ ପାଇଁ ଦେହ ବ୍ୟାପାର ଧନ୍ଦାରେ ପ୍ରବେଶ କରିଥିଲେ। ଖାଲି ସେତିକି ନୁହେଁ ନିକେଲ ଅନେକ ପର୍ଣ୍ଣ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ଏଥିସହ ମହିଳା ଜଣକ ପର୍ଣ୍ଣ ମଡେଲିଂ ମଧ୍ୟ କରୁଥିଲେ। ତେବେ ଏହି ଦେହବ୍ୟାପାର ସମ୍ଭନ୍ଧରେ ଜଣେ ସାମ୍ବାଦିକ ଜାଣିବା ପାଇଁ ନିକେଲଙ୍କ ସହ ସମ୍ପର୍କ କଲେ। ନିକେଲ ସମ୍ପୃକ୍ତ ସାମ୍ବାଦିକଙ୍କୁ ଏ ବିଷୟରେ କହିବା ପାଇଁ ତାଙ୍କୁ ଏକ ଅଜଣା ଜାଗାକୁ ଡାକିଲେ। ଆଉ ନିକେଲ ସମ୍ପୃକ୍ତ ରିପୋର୍ଟରଙ୍କୁ ସେକ୍ସ ସର୍ଭିସେସ୍‌ ବାବଦରେ କହିଥିଲେ।

ଯେଉଁଥିରେ ଛୁଇଁବାଠାରୁ ଶାରିରୀକ ସମ୍ପର୍କ ପର୍ଯ୍ୟନ୍ତ ଅଲଗା ଅଲଗା ଦର ରହିଥିବା କହିଥିଲେ। ଲଙ୍କାସାୟିର୍‌ ସହରରେ ରହୁଥିବା ମହିଳା ଜଣକ ଗତ ୧୦ ବର୍ଷ ହେଲା ବେଶ୍ୟାବୃତ୍ତିରେ ସମ୍ପୃକ୍ତ ରହି ଆସିଛନ୍ତି। ମହିଳା ଜଣକ କହିଛନ୍ତି ଯେ, ପଇସା ଓ ମଉଜ ପାଇଁ ସେ ଏହି କାମ କରୁଥିଲେ। ତେବେ ଥରେ ତାଙ୍କୁ ପୁଲିସ ଧରିନେଇଥିଲା। ଆଉ ଏହା ପରେ ସବୁ ଘଟଣାର ପର୍ଦ୍ଦାଫାସ୍‌ ହୋଇଯାଇଥିଲା।

ସୌଜନ୍ୟ: ଆଜତକ୍‌



from Odisha Reporter http://bit.ly/2FyP5dg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages