କରୀନାଙ୍କ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ନାଁ କ’ଣ ଜାଣନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

କରୀନାଙ୍କ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ନାଁ କ’ଣ ଜାଣନ୍ତି?

ମୁମ୍ବାଇ: ବଲିଉଡ୍‌ ବେବୋ କରୀନା କପୁର। ସବୁବେଳେ କିଛି ନା କିଛି ଭିନ୍ନ କରି ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ କରିନା ଏକ ରେଡିଓ ଶୋ’ ଆରମ୍ଭ କରିଛନ୍ତି। ଯାହାର ନାଁ ରହିଛି ‘ହ୍ଵାଟ୍‌ ଉମେନ୍‌ ଓ୍ଵାଣ୍ଟ’। ଏହି ଶୋ’ରେ କରିନା ମହିଳାମାନଙ୍କ ଇଚ୍ଛାକୁ ପ୍ରଧାନ୍ୟ ଦେବା ସହ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଖୁଲାସା କରିଛନ୍ତି। ନିଜର ଆଗାମୀ ଅଧ୍ୟାୟରେ ସେ ନିଜ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ବିଷୟରେ ଜଣାଇଛନ୍ତି।

ଯେମିତି ସାଧାରଣ ଝିଅମାନେ ନିଜ ଝିଅ ସାଥିଙ୍କୁ ନେଇ ଗ୍ରୁପ୍‌ କରନ୍ତି ଏବଂ ସେଠି ସବୁ ଛୋଟ ବଡ଼ କଥା ସେୟାର କରନ୍ତି କରୀନା ମଧ୍ୟ ସେମିତି କିଛି କରନ୍ତି।

ତାଙ୍କ କହିବା ଅନୁଯାୟୀ, “ମୁଁ ଏବଂ ମୋର ଯେତେ ବି ଭଲ ବନ୍ଧୁ ଅଛନ୍ତି ସମସ୍ତେ ମିଶି ଏକ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ କରିଛୁ । ଯାହାର ନାଁ ରହିଛି ଗଟ୍‌ସ(ସାହାସ) । ଏହି ଗ୍ରୁପ୍‌ରେ ଆମେମାନେ ଅନ୍ୟମାନଙ୍କ ପୋଷାକ ଉପରେ ଚର୍ଚ୍ଚା କରିଥାଉ । ଏହାକୁ ହିଁ ବନ୍ଧୁତା କୁହାଯାଏ । ଯେଉଁଠି କିଛି କହିବା ପୂର୍ବରୁ ଭାବିବାକୁ ପଡ଼େ ନାହିଁ  ।”



from Odisha Reporter http://bit.ly/2TN1y0w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages