ବରଫର ବିଛଣା ତଳେ ଶିମିଳିପାଳ, ଦେଖନ୍ତୁ କିଛି ଝଲକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ବରଫର ବିଛଣା ତଳେ ଶିମିଳିପାଳ, ଦେଖନ୍ତୁ କିଛି ଝଲକ

ସାରା ରାଜ୍ୟରେ ଏବେ ଶୀତର ଲହରୀ। ପ୍ରବଳ ଜାଡ଼ରୁ ମିଳୁନି ନିସ୍ତାର। ଗାଁଠୁ ସହର,ଉପାନ୍ତରୁ ଉପକୂଳ ସବୁଠି ହାଡ଼ଭଙ୍ଗା ଶୀତ। ଆଉ ଏଥିରୁ ବାଦ୍‌ ପଡ଼ିନି ମୟୁରଭଞ୍ଜର ଜାତୀୟ ଉଦ୍ୟାନ ଶିମିଳିପାଳ। ପ୍ରବଳ ଥଣ୍ଡା ହେଉଥିବାରୁ ପାରଦ ୩ ଡିଗ୍ରୀ ତଳେ ରହୁଛି। ଫଳରେ ଶିମିଳିପାଳରେ ତୁଷାରପାତ ହେଉଛି। ଗଛ ପତ୍ର, ଘାସ, ବଗିଚା ଜୁଆଡ଼େ ଦେଖିବେ ବରଫର ଆସ୍ତରଣ। ବିନ୍ଦୁ ବିନ୍ଦୁ ହୋଇ ବିଛେଇ ହୋଇଥିବା ଏହି ବରଫ ଖଣ୍ଡ ବେଶ ସୁନ୍ଦର ଲାଗୁଛି। ବରଫର ଆସ୍ତରଣ ଭିତରେ ପାଗର ମଜା ନେଉଛନ୍ତି ପର୍ଯ୍ୟଟକ । ଗଛ, ଘର, ବାଡ଼ି ବଗିଚା ସବୁ ଧଳାମୟ। ସକାଳର ଦୃଶ୍ୟ ଅତିମନୋରମ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରକୃତିର ଏହି ବିଚିତ୍ର ରୂପ ସମୁଦାୟ ଶିମିଳିପାଳକୁ ଆହୁରି ସୁନ୍ଦର କରିଦେଇଛି ।



from Odisha Reporter http://bit.ly/2SqGYCN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages