ନୂଆ ବାହାଘର, ନୂଆ ଉପହାର: ୪୬ କୋଟିର ଡ୍ରିମ୍‌ ହାଉସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ନୂଆ ବାହାଘର, ନୂଆ ଉପହାର: ୪୬ କୋଟିର ଡ୍ରିମ୍‌ ହାଉସ୍‌

ମୁମ୍ବାଇ:  ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ବିବାହ ପରେ ଏବେ ନିଜ ଡ୍ରିମ୍‌ ହାଉସ୍‌କୁ ସିଫ୍ଟ୍‌ ହୋଇଗଲେଣି।  ୱେବ୍‌ସାଇଟ୍‌ TMZ ମୁତାବକ ପ୍ରିୟଙ୍କା ଓ ନିକ୍‌ ଆମେରିକାର ଲସ୍‌ ଏଞ୍ଜିଲିସ୍‌ରେ ଏକ ଘର କିଣିଛନ୍ତି। ଯାହାର ମୂଲ୍ୟ ୬୦ ଲକ୍ଷ ଡଲାର(୪୬ କୋଟି ଟଙ୍କା)।

ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଘରର ଫଟୋ ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।  ୱେବ୍‌ ସାଇଟ୍‌ ରିପୋର୍ଟ ମୁତାବକ ଘରଟି ୪,୧୨୯ ସ୍କ୍ୱାୟର ଫୁଟ୍‌ ସ୍ଥାନରେ ରହିଛି।

ପ୍ରିୟଙ୍କା ଚୋପ୍ରା  ଓ ନିକ୍‌ ଜୋନସ୍‌ଙ୍କ  ଏହି ଘରେ ୫ଟି ବେଡ୍‌ରୁମ୍‌ ରହିଛି। ଏହା ଛଡ଼ା ଏଠାରେ ସ୍ୱିମିଂ ପୁଲ୍‌ ବି ଅଛି।  ପ୍ରିୟଙ୍କାଙ୍କ ଘରୁ ପାହାଡ଼ର ଦୃଶ୍ୟପଟ ଖୁବ୍‌ ସୁନ୍ଦର ଦିଶୁଛି।

ୱେବ୍‌ ସାଇଟ୍‌ର ରିପୋର୍ଟ ମୁତାବକ ନିକ୍‌ ଜୋନସ୍ ପ୍ରିୟଙ୍କାଙ୍କୁ ପ୍ରପୋଜ୍‌ କରିବାର କିଛି ମାସ ପୂର୍ବରୁ ଏହି ଘର କିଣିଥିଲେ।

ପ୍ରିୟଙ୍କା ଚୋପ୍ରାଙ୍କର ମୁମ୍ବାଇରେ ବି ଘର ଅଛିଳ ଯାହାକୁ ସେ ୨୦୧୬ରେ କିଣିଥିଲେ।  ରିପୋର୍ଟ୍‌ ମୁତାବକ ଏହି ଘରର ମୁଲ୍ୟ ପାଖାପାଖି ୧୦୦ କୋଟି ଟଙ୍କା। ଏହା ଛଡ଼ା ପ୍ରିୟଙ୍କାଙ୍କର ନ୍ୟୁୟର୍କରେ ବି ସମ୍ପତ୍ତି ଅଛି।

 



from Odisha Reporter http://bit.ly/2SWFJvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages