କାରାଭାନ ମ୍ୟାଗାଜିନ୍‌ ବିରୋଧରେ କୋର୍ଟ ଗଲେ ଅଜିତ ଡୋଭାଲଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

କାରାଭାନ ମ୍ୟାଗାଜିନ୍‌ ବିରୋଧରେ କୋର୍ଟ ଗଲେ ଅଜିତ ଡୋଭାଲଙ୍କ ପୁଅ

ନୂଆଦିଲ୍ଲୀ: ନ୍ୟୁଜି ମ୍ୟାଗାଜିନ୍‌ କାରାଭନ୍‌ ଜାତୀୟ ସୁରକ୍ଷାପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କ ନାଁରେ ଆପତ୍ତିଜନକ ଓ ସମ୍ମାନକୁ କ୍ଷୁଣ୍ଣ କରିବା ଭଳି ଖବର ଛାପିଥିବା ଘଟଣା ଏବେ କୋର୍ଟରେ ପହଞ୍ଚିଛି। ବିବେକ ଡୋଭାଲ ମ୍ୟାଗାଜିନ୍‌ ବିରୋଧରେ ଅପରାଧିକ ମାନହାନୀ ମାମଲା କରିଛନ୍ତି। ଏ

ଥିସହ ମାମଲାରେ କଂଗ୍ରେସ ନେତା ଜୟରାମ ରମେଶଙ୍କ ଭୂମିକାକୁ ମଧ୍ୟ ବିଚାର କରିବାକୁ କହିଛନ୍ତି। ରମେଶ ଓ କାରାଭାନ୍‌ ମ୍ୟାଗାଜିନ ବ୍ୟତୀତ ବିବେକ ଡୋଭାଲ ଖବରକୁ ଛାପିଥିବା ଲେଖକଙ୍କ ବିରୋଧରେ ମଧ୍ୟ ସମାନ ମାମଲା କରିଛନ୍ତି। ଆସନ୍ତା ଗୁରୁବାର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ସମର ଭିଶାଲ ଏହାର ଶୁଣାଣି କରିବେ।

ଖବରରେ କୁହାଯାଇଥିଲା ଯେ ବିବେକ ଡୋଭାଲ ହେଡଜ୍ ପାଣ୍ଠି ଚଳାଉଛନ୍ତି ଏବଂ ଏହାର କାର୍ଯ୍ୟକଳାପ ସନ୍ଦେହଜନକ।



from Odisha Reporter http://bit.ly/2W7eX5B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages