‘ଭାରତ ଆର୍ମି’ ସହ ଏହି ଗୀତରେ ଡ୍ୟାନ୍ସ କଲେ ବିରାଟ ଆଣ୍ଡ କୋ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

‘ଭାରତ ଆର୍ମି’ ସହ ଏହି ଗୀତରେ ଡ୍ୟାନ୍ସ କଲେ ବିରାଟ ଆଣ୍ଡ କୋ, ଦେଖନ୍ତୁ ଭିଡିଓ

ସିଡ୍‌ନୀ: ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ୨-୧ରେ ଟେଷ୍ଟ ସିରିଜ୍‌ ଜିତିବା ପରେ ଏବେ ଚାରିଆଡ଼େ ଉତ୍ସବର ପରିବେଶ। ପ୍ରଥମେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ପଡ଼ିଆ ମଝିରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

ଏବେ ଟିମ୍‌ ଇଣ୍ଡିଆକୁ ସର୍ବଦା ବିଶ୍ୱର ପ୍ରତ୍ୟେକ ଷ୍ଟାଡିୟମରେ ସମର୍ଥନ କରିବାକୁ ଆସୁଥିବା ‘ ଦି ଭାରତ ଆର୍ମି’ ସହ ବିରାଟ୍‌ କୋହଲି ଓ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ନାଚୁଥିବା ଦେଖିବାକୁ ମିଳିଛି। ‘ମେରେ ଦେଶ କି ଧରଟୀ’ ଗୀତରେ ବିରାଟ୍‌ ଆଣ୍ଡ କୋ ଭାରତ ସହ ଠୁମକା ଲଗାଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓକୁ ବିସିସିଆଇ ଟ୍ୱିଟ୍‌ରରେ ଛାଡ଼ିଛି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2LZE85C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages