ଶସ୍ତା ହେଲା NOKIA ସ୍ମାର୍ଟଫୋନ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ଶସ୍ତା ହେଲା NOKIA ସ୍ମାର୍ଟଫୋନ୍‌ !

ନୂଆଦିଲ୍ଲୀ: ନୋକିଆର ପପୁଲାର ବଜେଟ୍ ସ୍ମାର୍ଟଫୋନ୍ ନୋକିଆ ୩.୧ ପ୍ଲସର ମୂଲ୍ୟ କମିଛି । ଏହି ଫୋନ୍‌କୁ ଆପଣ ଏବେ ୧,୫୦୦ କମ୍‌ରେ କିଣିପାରିବେ। ନୋକିଆ ଭାରତରେ ଏହି ଫୋନକୁ ୧୧,୪୯୯ ଟଙ୍କାରେ ଲଞ୍ଚ କରିଥିଲା, ଯାହାକୁ ଏବେ ୯,୯୯୯ ଟଙ୍କାରେ ଘରକୁ ନେଇପାରିବେ । ଏହି ଫୋନକୁ ଅଫଲାଇନ୍ ଦୋକନରୁ ମଧ୍ୟ କିଣାଯାଇପାରିବ । ନୋକିଆ ୩.୧ ପ୍ଲସ ଗତ ବର୍ଷ ଲଞ୍ଚ ହୋଇଥିଲା ।

ଫୋନ୍‌ରେ ୬ ଇଞ୍ଚର ଏଚ୍‌ଡି ପ୍ଲସ ଡିସପ୍ଲେ ଦିଆଯାଇଛି। ଏଥିରେ 3 GB ରାମ୍ ଓ 32 GBର ଷ୍ଟୋରେଜ୍ ଦିଆଯାଇଛି। ଯାହାକୁ 400 GB ପର୍ଯ୍ୟନ୍ତ ବଢ଼ାଯାଇପାରିବ। ଫୋନରେ ରିଅଲ ଡୁଆଲ କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ ଗୋଟିଏ ଲେନ୍ସ ୧୩ ମେଗାପିକ୍ସଲ ଓ ଅନ୍ୟଟି ୫ ମେଗାପିକ୍ସଲ । ଏଥିରେ ସେଲଫି ପାଇଁ ୮ ମେଗାପିକ୍ସଲ କ୍ୟାମେରା ଅଛି । ପାୱାର ପାଇଁ ଫୋନରେ ୩୫୦୦ 400 MAH ବ୍ୟାଟେରୀ ଦିଆଯାଇଛି । ଫୋନରେ ସଂଯୋଗତା ପାଇଁ ୪ଜି VOLTE , ୱାଇ ଫାଇ, ବ୍ଲୁଟୁଥ ୪.୧, ଜିପିଏସ୍, ମାଇକ୍ରୋ ୟୁଏସବି ଓ ୩.୫ ଏମଏମର ହେଡଫୋନ୍ ଜ୍ୟାକ୍।



from Odisha Reporter http://bit.ly/2AQrDET

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages