ଚଳିତ ବର୍ଷ Royal Enfield ଲଞ୍ଚ କରିପାରେ ଏହି ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଚଳିତ ବର୍ଷ Royal Enfield ଲଞ୍ଚ କରିପାରେ ଏହି ବାଇକ୍‌

ନୂଆଦିଲ୍ଲୀ:ରୟାଲଏନ୍‌ଫିଲ୍‌ଡ୍‌ର Trials ବୁଲେଟ୍‌ ମୋଟରସାଇକେଲର ଫଟୋ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଛି। କୁହାଯାଉଛି ଏହି ବାଇକ୍‌ ଚଳିତ ବର୍ଷ ଲଞ୍ଚ ହୋଇପାରେ। ନିକଟରେ ଏହି ବାଇକ୍‌ ଟେଷ୍ଟିଂ କରାଯାଇଛି। ଦୁଇଟି ଭ୍ୟାରିଆଣ୍ଟରେ ଏହି ବୁଲେଟ୍‌ ଆସୁଛି। ଗୋଟିଏ ହେଲା Trials 350 ଏବଂ ଅନ୍ୟଟି ହେଲା Bullet Trials 500। ତେବେ ଫଟୋରେ ଯାହା ଦେଖାଯାଉଛି ଏହି ନୂଆ ବୁଲେଟ୍‌ ପୁରୁଣା ମଡେଲଠାରୁ ଅକେନ କିଛି ପରିବର୍ତ୍ତନ କରାଯାଇଛି।

Trials ବୁଲେଟକୁ ରେଡ୍‌ କଲର କରାଯାଇଥିବା ବେଳେ, ସେଥିରେ ସିଙ୍ଗିଲ୍‌ ସିଟ୍‌, ଲଗେଜ୍‌ ରେକ୍‌, ଅପ୍‌ ସୁଇପ୍‌  ପାଇପ୍‌ ଆଦି ସୁବିଧା ରହିଛି। ସେହିପରି Trials 350 ମଡେଲ୍‌ 346cc ସିଙ୍ଗିଲ୍‌ ସିଲିଣ୍ଡର ଏୟାର କୁଲଡ୍‌ ଇଞ୍ଜିନ୍‌ ସହ 19.8bhp ପାୱାର ଜେନେରେଟ୍‌ କରିବାର କ୍ଷମତା ରହିଛି। ଷ୍ଟାଇଲିସ୍‌ ଏବଂ ଲୁକ୍ ଦୃଷ୍ଟିରୁ ଯଥେଷ୍ଟ ଆକର୍ଷଣୀୟ ହୋଇଛି।

ଯାହା ଆପଣଙ୍କୁ ବେଶ୍‌ ପସନ୍ଦ ଆସିବ। ଏଥିରେ ଥିବା କମ୍ବାଇନ୍‌ ବ୍ରେକ୍‌ ସିଷ୍ଟମଟି ସ୍ୱତନ୍ତ୍ର ହୋଇଥିବା ବେଳେ ଏହା ଲୋକଙ୍କୁ ବେଶ୍‌ ପସନ୍ଦ ଆସିବ। ତେବେ ଏହାର ଦାମ୍‌ ଉପରେ କୌଣସି ଖୁଲାସା କରାଯାଇ ନାହିଁ।



from Odisha Reporter http://bit.ly/2LKPVo6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages