ତେହେରିକ-ଉଲ-ମୁଜାହିଦ୍ଦିନ ଉପରେ ଲାଗିଲା ରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ତେହେରିକ-ଉଲ-ମୁଜାହିଦ୍ଦିନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଜମ୍ମୁ-କଶ୍ମୀରର ତେହେରିକ-ଉଲ-ମୁଜାହିଦ୍ଦିନକୁ ଅସିଦ୍ଧ ସଂଗଠନ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି କଟକଣା ଲାଗୁ ସମ୍ପର୍କରେ ସୂଚନା ଦେଇଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, “ତେହେରିକ-ଉଲ-ମୁଜାହିଦ୍ଦିନ ଭାରତରେ ଏକାଧିକ ଆତଙ୍କୀ କାର୍ଯ୍ୟକଳାପ କରିବା ସହ ଅନ୍ୟ ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଥିବା ପ୍ରମାଣ ମିଳିଛି।

ଏହି ସଂଗଠନର ହ୍ୟାଣ୍ଡଲରମାନେ ବିଦେଶରେ ରହି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏଥିସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ସଂଗଠନ ପାଖରେ ପହଞ୍ଚାଉଥିଲେ। ଏହି ସଂଗଠନଟି ୧୯୯୦ରେ ଗଠନ ହୋଇଥିଲା।”



from Odisha Reporter http://bit.ly/2MQei4t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages