ସୂକ୍ଷ୍ମ କଳାକୃତୀରେ ସହିଦ୍‌ଙ୍କୁ ସଲାମ୍‌ କଲେ ଈଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ସୂକ୍ଷ୍ମ କଳାକୃତୀରେ ସହିଦ୍‌ଙ୍କୁ ସଲାମ୍‌ କଲେ ଈଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ଆକ୍ରମଣ ପରେ ଏବେ ସାରା ଦେଶରେ ଦୁଃଖର ବାତାବରଣ ଖେଳି ଯାଇଥିବା ବେଳେ ଭିନ୍ନ ଭିନ୍ନ ଢଙ୍ଗରେ ଲୋକେ ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନିଜ କଳାକୃତୀ ଜରିଆରେ କଳାକାରମାନେ ମଧ୍ୟ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି କଳାକାରମାନଙ୍କ ମଧ୍ୟରେ ଅଛନ୍ତି ଜଟଣୀ, ହାଟବଜାରର ଏଲ୍‌.ଇଶ୍ୱର ରାଓ। ଈଶ୍ୱର ନିଜ ସୂକ୍ଷ୍ମ କଳାକୃତୀ ଜରିଆରେ ଶ୍ରଦ୍ଧାଞ୍ଜଳି। ସେ ସୋଡା ବୋତଲ ମଧ୍ୟରେ ସବୁନରେ ପ୍ରସ୍ତୁତ କରିଛନ୍ତି ଆର୍ମି ବନ୍ଧୁକର ପ୍ରତିମୂର୍ତ୍ତି।



from Odisha Reporter http://bit.ly/2Ec2S8c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages