ଘରେ ପ୍ରସ୍ତୁତ କରନ୍ତୁ ମେଥି ସୁପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଘରେ ପ୍ରସ୍ତୁତ କରନ୍ତୁ ମେଥି ସୁପ୍‌

ଆବଶ୍ୟକ ସାମଗ୍ରୀ- ମେଥି ଦାନା, ଟମାଟୋ, ଲୁଣ, ଗୋଲମରିଚ ଗୁଣ୍ଡ, ଭଜା ଜିରା ଗୁଣ୍ଡ, ଲେମ୍ବୁ ରସ, ପୁଦିନା ପତ୍ର।

ପ୍ରସ୍ତୁତି ପ୍ରଣାଳୀ ଏକ ପ୍ୟାନ୍‌ରେ ଦୁଇ କପ୍‌ ପାଣି ଫୁଟାନ୍ତୁ। ଏବେ ଏଥିରେ ମେଥି ଦାନା ପକାନ୍ତୁ। ଏହାକୁ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଭଲ ଭାବେ ଫୁଟିଲେ ଏକ ପାତ୍ରକୁ ବାହାର କରନ୍ତୁ। ଏବେ ଗ୍ରାଇଣ୍ଡରରେ ଏହି ସିଝା ମେଥି ରଖନ୍ତୁ। ଏଥିରେ ୪ ଚାମଚ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମେଥି ପେଷ୍ଟକୁ ଏକ ପାତ୍ରକୁ ବାହାର କରନ୍ତୁ। ଏହା ପରେ କଟା ଟମାଟୋକୁ ମଧ୍ୟ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏକ କଡ଼େଇ ଗ୍ୟାସ୍‌ରେ ବସାଇ ମେଥି ଏବଂ ଟମାଟୋ ପେଷ୍ଟକୁ ଢାଳି ଫୁଟାନ୍ତୁ। ଏଥିସହିତ ଲୁଣ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଳା ଲୁଣ ପକାଇ କିଛି ସମୟ ସିଝାନ୍ତୁ। ପରେ ଲେମ୍ବୁ ରସ ଏବଂ ପୁଦିନା ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗିନାକୁ ସୁପ୍‌ ବାହାର କରନ୍ତୁ। ଏହା ଉପରେ ପୁଦିନା ପତ୍ର ପକାଇ ଗରମ ଗରମ ପରଷନ୍ତୁ।



from Odisha Reporter http://bit.ly/2TRjoQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages