ଡ୍ୟାନ୍ସ କରି ନିର୍ବାଚନ ପ୍ରଚାର କରୁଛନ୍ତି ଠୁମ୍‌କାବାଲି ସପ୍ନା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ଡ୍ୟାନ୍ସ କରି ନିର୍ବାଚନ ପ୍ରଚାର କରୁଛନ୍ତି ଠୁମ୍‌କାବାଲି ସପ୍ନା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍ ସପ୍ନା ଚୌଧୁରୀ ଏବେ ବଲିଉଡ୍‌ରେ ଏଣ୍ଟ୍ରି ମାରିଛନ୍ତି। ପୂର୍ବରୁ ଭୋଜପୁରୀ, ପଞ୍ଜାବୀ ଏବଂ ହରିୟାଣା ଫିଲ୍ମରେ କମାଲ୍‌ କରିଥିବା ସପ୍ନା ଏବେ ବଲିଉଡ୍‌ରେ ନିଜ ଜଲୱା ଦେଖାଇବେ। ବଲିଉଡ୍‌ ଫିଲ୍ମ ‘ଦୋସ୍ତୀ କେ ସାଇଡ୍‌ ଇଫେକ୍ଟସ୍‌’ର ଗୀତ ‘ଫଟ୍ଟେ ଫାଡ୍‌ ଦେ’ ରିଲିଜ୍‌ ହେବା ପରେ ସପ୍ନାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମ ମାଧ୍ୟମରେ ସପ୍ନା ବଲିଉଡ୍‌ରେ ପାଦ ଥାପିଛନ୍ତି । ଏହି ଫିଲ୍ମରେ ସପ୍ନାଙ୍କୁ ଜବରଦସ୍ତ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି।

ଏହି ଗୀତରେ ସପ୍ନାଙ୍କୁ କଲେଜ୍‌ ନିର୍ବାଚନ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ସଦାବ୍‌ ଫରିଦି ଏବଂ ଆସିସ୍‌ କୁମାର ଗାଇଛନ୍ତି।

ପୂର୍ବରୁ ଏହି ଫିଲ୍ମର ଆଉ ଏକ ଗୀତ ‘ମୁଡ୍‌ ବନା ଲୋ’ ରିଲିଜ୍‌ ହୋଇଥଲା। ଏଥିରେ ସପ୍ନାଙ୍କୁ ଗ୍ଲାମର ଲୁକ୍‌ରେ ଦେଖିବାକୁ ମିଳିଥିଲା। ହରିୟାଣାର ଜଣେ ନାମକରା ଡ୍ୟାନ୍ସର ହେଉଛନ୍ତି ସପ୍ନା । ସେକ୍ସି ଅନ୍ଦାଜ୍‌ରେ ଠୁମ୍‌କା ଲଗାଇ ଦର୍ଶକଙ୍କୁ ପାଗଳ କରୁଥିବା ସପ୍ନାଙ୍କର ହଜାର ହଜାର ପ୍ରଂଶସକ ଅଛନ୍ତି।

 

 



from Odisha Reporter http://bit.ly/2BxnBBZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages