ଦଳରୁ ବିଦା ହେଲେ ଚାଣ୍ଡିମାଲ, କରୁଣାରତ୍ନେ ନୂଆ କ୍ୟାପ୍ଟେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ଦଳରୁ ବିଦା ହେଲେ ଚାଣ୍ଡିମାଲ, କରୁଣାରତ୍ନେ ନୂଆ କ୍ୟାପ୍ଟେନ୍

କଲମ୍ବୋ: ଅଷ୍ଟ୍ରେଲିଆ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ୍‌ରେ ଶ୍ରୀଲଙ୍କା ୨-୦ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଦଳର ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରୁ ବାଦ୍‌ ଦିଆଯାଇଛି।

ତାଙ୍କ ବଦଳରେ ଓପନର ଦିମୁଥି କରୁଣାରତ୍ନେଙ୍କୁ ଶ୍ରୀଲଙ୍କାର କାମଚଳା ଅଧିନାୟକ କରାଯାଇଛି। ଫେବୃଆରୀ ୧୩ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କା ୨ଟିକିଆ ଟେଷ୍ଟ ସିରିଜ ଖେଳିବ। ଏଥିପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ୧୭ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଯେଉଁଥିରେ ଚାଣ୍ଡିମାଲଙ୍କୁ ବାଦ ଦିଆଯାଇଛି।
ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଯାକ ଟେଷ୍ଟ୍‌ରେ ଚାଣ୍ଡିମାଲ ଯଥାକ୍ରମେ ୫,୦,୧୫ ଓ ୪ ରନ୍‌ କରିଥିଲେ।



from Odisha Reporter http://bit.ly/2TB59PQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages