ନ୍ୟୁ ଇଣ୍ଡିଆ ପାଇଁ ମୋଦି ସରକାରଙ୍କ ୧୦ ସୂତ୍ରୀ ମନ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ନ୍ୟୁ ଇଣ୍ଡିଆ ପାଇଁ ମୋଦି ସରକାରଙ୍କ ୧୦ ସୂତ୍ରୀ ମନ୍ତ୍ର

ନୂଆଦିଲ୍ଲୀ: ବଜେଟ୍‌ ଉପସ୍ଥାପନ ବେଳେ ମୋଦି ସରକାରଙ୍କ ନ୍ୟୁ-ଇଣ୍ଡିଆ ଗଠନ ସଂକଳ୍ପ କଥା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଉଠାଇଥିଲେ। ଏଥିସହ ଭାରତକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ୨୦୧୯-୨୦ ବଜେଟ୍‌ରେ ସେ ଦଶସୂତ୍ରୀ ମନ୍ତ୍ର ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା –

# ଭୌତିକ ଓ ସାମାଜିକ ଭିତ୍ତିଭୂମି ନିର୍ମାଣ

# ଡିଜିଟାଲ ଭାରତ ଓ ସୁଦୃଢ଼ ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ

# ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ

# ଗ୍ରାମ୍ୟ ଉଦ୍ୟୋଗୀକରଣର ସଂପ୍ରସାରଣ

# ସ୍ୱଚ୍ଛ ନଦୀ ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ

# ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ

# ୨୦୨୨ ସୁଦ୍ଧା ମହାକାଶରେ ଭାରତୀୟଙ୍କୁ ପହଞ୍ଚାଇବା

# ଖାଦ୍ୟ ଉତ୍ପାଦନରେ ଭାରତକୁ ସ୍ୱାବଲମ୍ବୀ କରାଇବା

# ସୁସ୍ଥ ଓ ସ୍ୱାସ୍ଥ୍ୟପ୍ରଦ ଭାରତ

# ଅଳ୍ପ ସରକାରୀ ହସ୍ତକ୍ଷେପ, ସର୍ବୋତ୍ତମ ପ୍ରଶାସନ



from Odisha Reporter http://bit.ly/2DMNU8u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages