ପ୍ରଥମ ଥର ପାଇଁ ପରଦାରେ ଏକାଠି ବାପ-ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ପ୍ରଥମ ଥର ପାଇଁ ପରଦାରେ ଏକାଠି ବାପ-ଝିଅ

ମୁମ୍ବାଇ: ଆଜି ଫିଲ୍ମି ଫ୍ରାଇଡେରେ ରିଲିଜ୍‌ ହୋଇଛି ଫିଲ୍ମ ‘ଏକ୍‌ ଲଡକି କୋ ଦେଖା ତୋ ଐସା ଲଗା’। ଫିଲ୍ମର ନିର୍ଦ୍ଦେଶନା ଷ୍ଟାଲି ଚୌପଡା ଧର୍ କରିଛନ୍ତି। ଏହି ଫିଲ୍ମରେ ଅନୀଲ କପୁର, ରାଜ କୁମାର ରାଓ ଓ ଜୁହୀ ଚାୱଲା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସୋଶାଲ୍‌ ମିଡିଆରେ ଫିଲ୍ମକୁ ଭଲ ରେସପନ୍ସ ମିଳିଛି। ଚଳଚ୍ଚିତ୍ର ଦେଖିବା ପରେ ଦର୍ଶକ ସୋନମ୍‌ଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରିଛନ୍ତି ।

ତେବେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଅସଲ ଜୀବନରେ ଏହି ପିତା-ପୁତ୍ରୀଙ୍କ ଯୋଡି ପରଦାରେ ଦେଖିବାକୁ ମିଳିଛି। ସେହି ସମୟରେ ରାଜ କୁମାର ଏଥିରେ ସୋନମ୍‌ଙ୍କ ପ୍ରେମିକ ଭୂମିକାରେ ଅଛନ୍ତି । ଏହା ପୂର୍ବରୁ ବୁଧବାର ରାତିରେ ମୁମ୍ବାଇରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା । ଏଥିରେ ବଲିଉଡର ସମସ୍ତ ଷ୍ଟାର୍‌ ଉପସ୍ଥିତ ଥିଲେ ।



from Odisha Reporter http://bit.ly/2MLp5N0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages