ପାକିସ୍ତାନ ଡ୍ରୋନକୁ ଗୁଳି କଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପାକିସ୍ତାନ ଡ୍ରୋନକୁ ଗୁଳି କଲା ଭାରତ

କଚ୍ଛ: ଭାରତୀୟ ବାୟୁସେନା ବାଲାକୋଟ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ମଧ୍ୟ ଏକ ଡ୍ରୋନ ଭାରତକୁ ପଠାଇଥିଲା। ତେବେ ଗୁଜରାଟର କଚ୍ଛ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଏହି ଡ୍ରୋନକୁ ଦେଖିବା ପରେ ଭାରତୀୟ ସୁରକ୍ଷାକର୍ମୀ ଏହାକୁ ଗୁଳି କରି ଖସାଇ ଦେଇଛନ୍ତି। କଚ୍ଛର ନାନଘଟାଡଠାରେ ଉକ୍ତ ପାକିସ୍ତାନ ଡ୍ରୋନ୍‌ର ଧ୍ୱଂସାବଶେଷ ମିଳିଛି।

ଗାଁ ଲୋକମାନେ ସକାଳ ପ୍ରାୟ ୬ଟାରେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ। ଏହାପରେ ସେମାନେ ଉକ୍ତ ସ୍ଥାନକୁ ଯିବା ପରେ ଡ୍ରୋନର ଧ୍ୱଂସାବଶେଷ ଠାବ କରିଥିଲେ। ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ କରୁଥିବା କହିଛି।



from Odisha Reporter https://ift.tt/2Ew8aLV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages