ଫଟୋରେ ପୁଲ୍‌ୱାମା ଆକ୍ରମଣର ଛାତିଥରା ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଫଟୋରେ ପୁଲ୍‌ୱାମା ଆକ୍ରମଣର ଛାତିଥରା ଦୃଶ୍ୟ

ଶ୍ରୀନଗର: ସୀମା ଟପିଲା ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଆତଙ୍କୀ କାର୍ଯ୍ୟକଳାପ। ୭୮ଟି ଗାଡ଼ିରେ ୨୫ ଶହ ସିଆରପିଏଫ୍‌ ଯବାନ ପୁଲ୍‌ୱାମା ନିକଟସ୍ଥ ଅବନ୍ତୀପୋରା ଦେଇ ଶ୍ରୀନଗରରୁ ଜମ୍ମୁ ଯାଉଥିବାବେଳେ ବିସ୍ଫୋରକ ଭର୍ତ୍ତି ଏକ ସ୍କର୍ପିଓ ସହିତ ଆସିଥିବା ଜୈଶ ଆତଙ୍କୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ନିମିଷକରେ ଧ୍ୱଂସ ହୋଇଗଲା ଯବାନଙ୍କ ଗାଡ଼ି। ଆଉ ଚାଲିଗଲା ସେଥିରେ ଥିବା ୪୦ ବୀର ଯବାନଙ୍କ ଜୀବନ।

ଉରି ଆକ୍ରମଣଠାରୁ ମଧ୍ୟ ଆହୁରି ଭୟଙ୍କର ଏହି ଆକ୍ରମଣ ପଛରେ ଥିଲା ପୁଲ୍‌ୱାମା ଅଞ୍ଚଳର ଜଣେ ଯୁବକ ଆଦିଲ ଅହମ୍ମଦ ଦର୍‌ ଓରଫ ‘ଗାଡ଼ି ଟକ୍କରାନେୱାଲା’।

‘ଜିହାଦ’ ଓ ଜନତ୍‌’ର ମିଛ ଲଲିପପ୍‌ ଦେଖାଇ ପ୍ରଥମ ଥର ପାଇଁ କଶ୍ମୀର ମାଟିର ଜଣେ ଯୁବକଙ୍କୁ ଏଭଳି ଭୟଙ୍କର ଓ ଘୃଣ୍ୟକାଣ୍ଡରେ ବ୍ୟବହାର କରିପାରିଛି ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ। ଅନ୍ୟପକ୍ଷରେ ଏହାର ହୃଦୟ ବିଦାରକ ଫଟୋ ସବୁ ସମଗ୍ର ଦେଶରେ ଲୁହ ଝରାଉଛି।








from Odisha Reporter http://bit.ly/2UYQaiO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages