ରିଲିଜ୍‌ ହୋଇଯାଇଛି ପ୍ରିୟା ପ୍ରକାଶଙ୍କ ଫିଲ୍ମ ‘ଓରୁ ଓଦାର ଲଭ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ରିଲିଜ୍‌ ହୋଇଯାଇଛି ପ୍ରିୟା ପ୍ରକାଶଙ୍କ ଫିଲ୍ମ ‘ଓରୁ ଓଦାର ଲଭ୍’

priyaaa

ମୁମ୍ବାଇ: ଆଜି ଭାଲେଣ୍ଟାଇନ ଡେ’ରେ ରିଲିଜ୍‌ ହୋଇଯାଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓରୁ ଅଦାର ଲଭ୍’। ମାଲାୟଲମ ଫିଲ୍ମ ‘ଓରୁ ଅଦାର ଲଭ୍’ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ପ୍ରିୟ ପ୍ରକାଶ ଏବଂ ରୋଶାନ ଅବ୍ଦୁଲ।  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏମାର ଲୁଲୁ। ଫିଲ୍ମ ପରଦାକୁ ଆସିବା ପୂର୍ବରୁ ଫିଲ୍ମର ଟିଜର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଟିଜର ରିଲିଜର ୨୪ ଘଣ୍ଟା ମଧ୍ୟରେ ଏହାକୁ ୧୫ ଲକ୍ଷରୁ ଅଧିକ ଥର ଦର୍ଶକ ଦେଖିଥିଲେ।

ଗତବର୍ଷ ଭାଲେଣ୍ଟାଇନ ଡେରେ ‘ଓରୁ ଅଦାରୁ ଲଭ୍’ର ହିରୋଇନ୍ ପ୍ରିୟା ପ୍ରକାଶଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପ୍ରିୟାଙ୍କର ଆଖିମାରୁଥିବାର ଏକ ଭିଡିଓ ବେଶ୍ ଭାଇରାଲ ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍ ସେନ୍‌ସେସନ୍‌ ପାଲଟିଯାଇଥିଲେ ପ୍ରିୟା।  ରାତାରାତି ଷ୍ଟାର ହୋଇଯାଇଥିଲେ।  ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କୁ ପ୍ରାୟ ୫୦ ଲକ୍ଷରୁ ଅଧିକ ଲୋକ ଫୋଲୋ କରିଥିଲେ। ଏମିତିକି, ପ୍ରିୟାଙ୍କୁ ନ୍ୟାସନାଲ୍ କ୍ରସ୍ ବୋଲି ମଧ୍ୟ କୁହାଯାଇଥିଲା।



from Odisha Reporter http://bit.ly/2UYtYVU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages