୩୦୦ ଟି-ଟ୍ୱେଣ୍ଟି ଖେଳିବାରେ ଧୋନି ପ୍ରଥମ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

୩୦୦ ଟି-ଟ୍ୱେଣ୍ଟି ଖେଳିବାରେ ଧୋନି ପ୍ରଥମ ଭାରତୀୟ

ହାମିଲ୍‌ଟନ୍‌: ଘରୋଇ ନ୍ୟୁଜିଲ୍ୟାଣ୍ଡ୍‌ ବିପକ୍ଷ ସିରିଜ୍‌ର ଶେଷ ତଥା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ପୁଣି ନୂଆ ରେକର୍ଡ କରିଛନ୍ତି। ରବିବାର ହାମିଲ୍‌ଟନ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ମାହୀ ପ୍ରଥମ ଭାରତୀୟ ଭାବେ ୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାର ଗୌରବ ହାସଲ କରିଛନ୍ତି।

୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାରେ ଧୋନୀ ବିଶ୍ୱର ତ୍ରୟୋଦଶ କ୍ରିକେଟର୍‌। ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର୍‌ କାଇରନ୍‌ ପୋଲାର୍ଡ ୪୪୬ ମ୍ୟାଚ୍‌ ଖେଳି ଏହି ତାଲିକାର ସର୍ବାଗ୍ରେ ଅଛନ୍ତ।

ତେବେ ନିଜର ୩ଶହ ତମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଧୋନୀ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଥିଲେ।



from Odisha Reporter http://bit.ly/2TL6zaA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages