ପୁଅକୁ ସିଆରପିଏଫ୍‌ରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିବାରୁ ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀଙ୍କୁ ମୋଦିଙ୍କ ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ପୁଅକୁ ସିଆରପିଏଫ୍‌ରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିବାରୁ ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀଙ୍କୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ୫୩ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ।  ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ମନ୍ କି ବାତରେ ମୋଦି ପୁଲଓ୍ୱାମା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହାସହ ଭାରତୀୟ ସୁରକ୍ଷାକର୍ମୀଙ୍କ ବୀରତା ଓ ସ୍ପର୍ଦ୍ଧାର ଗାଥା ଗାଇଛନ୍ତି ମୋଦି। ଆକ୍ରମଣକାରୀଙ୍କୁ ଉପଯୁକ୍ତ ଜବାବ ଦେଇ ସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି ।

ସେହିପରି ଆକ୍ରମଣରେ ସହିଦ ଯବାନଙ୍କ ପରିବାର ଲୋକଙ୍କ ସାହସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜଗତସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଙ୍କ ପ୍ରେରଣାକୁ ଶତପ୍ରଣାମ କରିଛନ୍ତି । ମୀନା ନିଜ ପୁଅଙ୍କୁ ସିଆରପିଏଫ୍‌ରେ ଭର୍ତ୍ତି କରିବା ଲାଗି ପଣ କରିଥିବାରୁ ତାଙ୍କୁ ମୋଦି ପ୍ରଶଂସା କରିଥିଲେ।



from Odisha Reporter https://ift.tt/2SmWEGH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages