
ଜମ୍ମୁ: ଜମ୍ମୁକଶ୍ମୀରର ରଜୌରୀଠାରେ ନୌଶେରା ସେକ୍ଟରରେ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଳୋସିଭ୍ ଡିଭାଇସ୍ (ଆଇଇଡି) ଠାବ କରାଯାଇ ନିଷ୍କ୍ରିୟ କରାଯିବା ସମୟରେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି।
ଲାଇନ୍ ଅଫ୍ କଣ୍ଟ୍ରୋଲ ବା ଏଲ୍ଓସିରେ ପାକିସ୍ତାନ ଆଡ଼ୁ ଆସିଥିବା ଅନୁପ୍ରବେଶକାରୀ ଏହି ଆଇଇଡି ଖଞ୍ଜିଥିବା କୁହାଯାଉଛି।
ଏଭଳି ଘଟଣା ଘଟିବାର ୪୮ ଘଣ୍ଟା ପୂର୍ବରୁ ପୁଲ୍ୱାମାଠାରେ ସିଆରପିଏଫ୍ ଯବାନ ଯାଉଥିବା ବସ୍ ଉପରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ପୁଣି ଆଇଇଡି ଠାବ ହେବା ସୁରକ୍ଷାବଳଙ୍କ ଚିନ୍ତା ବଢ଼ାଇଦେଇଛି।
from Odisha Reporter http://bit.ly/2IgjTSX
No comments:
Post a Comment