
ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘର ପାଖ ବାଡ଼ିକୁ ଯାଇଥିବାବେଳେ ରଞ୍ଜନ ରାଉତ ନାମକ ଜଣେ ଯୁବକ ତାକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି।
ଏନେଇ ରାଜକନିକା ପୁଲିସ ଏକ ମାମଲା ରୁଜୁ କରିଛି। ଏହାସହ ପୁଲିସ୍ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
from Odisha Reporter http://bit.ly/2SKPWyu
No comments:
Post a Comment