ଜେସିବି ଜାଳିଦେଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଜେସିବି ଜାଳିଦେଲେ ନକ୍ସଲ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ନକ୍ସଲ ପୁଣି ଥରେ ଜଳାପୋଡ଼ା କରିଛନ୍ତି।  ତୁମୁଡିବନ୍ଧ ବ୍ଲକ୍‌ ଝିରିପାଣି ଦେସୁଘାଟିରେ ବ୍ରିଜ ନିର୍ମାଣରେ ନିୟୋଜିତ ଠିକା କମ୍ପାନୀର ଗାଡି ଗୁଡିକୁ ପୋଡି ଦେଇଛନ୍ତି। ଏନେଇ ବେଲଘର ଥାନା ଅଧିକାରୀ ଦଶରଥ ହେମ୍ବ୍ରମ୍ ସୂଚନା ଦେଇଛନ୍ତି।

ନକ୍ସଲଙ୍କ ଉପସ୍ଥିତି ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୩୧ ତାରିଖରେ ନକ୍ସଲମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଏହାସହ ନକ୍ସଲ ପୋଷ୍ଟର ମଧ୍ୟ ମାରିଥିଲେ।



from Odisha Reporter http://bit.ly/2t7sY6c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages