ପୁଲ୍‌ୱାମା: ମୁହଁ ଖୋଲିଲେ ଆତ୍ମଘାତୀ ଆତଙ୍କବାଦୀର ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ପୁଲ୍‌ୱାମା: ମୁହଁ ଖୋଲିଲେ ଆତ୍ମଘାତୀ ଆତଙ୍କବାଦୀର ବାପା

ଶ୍ରୀନଗର: ଗୁରୁବାର ପୁଲ୍‌ୱାମାଠାରେ ଆତ୍ମଘାତୀ ବିସ୍ଫୋରଣ କରି ୪୦ ସିଆରପିଏଫ୍‌ ଯବାନଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଆଦିଲ ଅହମ୍ମଦ ଦର୍‌ଙ୍କ ବାପା ଗୁଲାମ୍‌ ଦର୍‌ ନିଜ ପୁଅର ଏପରି କାର୍ଯ୍ୟକଳାପ ବାବଦରେ ପୂର୍ବରୁ ଜାଣିନଥିବା କହିଛନ୍ତି। ସେ ଗତ କାଲିର ଘଟଣା ପରେ ଜମ୍ମୁକଶ୍ମୀର ପୁଲିସ୍‌ଠାରୁ ଏହି ବିଷୟରେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି।

ଇଣ୍ଡିଆ ଟୁଡେ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗୁଲାମ୍‌ କହିଛନ୍ତି, “ଆଦିଲ ଯୁକ୍ତ ୨ ପରୀକ୍ଷା ଦେବାର ଥିଲା। ସେ ଜମ୍ମୁ ଯିବାପରେ ଆଉ ଫେରିନଥିଲା। ମୁଁ ତା’ର ଆତଙ୍କୀ କାର୍ଯ୍ୟକଳାପ ବାବଦରେ ଜାଣିନଥିଲି।”

ସିଆରପିଏଫ୍‌ ବସ୍‌ରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମାଡ଼ କରି ଅତ୍ୟନ୍ତ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଆଦିଲର ଶବର ଅବଶେଷ ଘଟଣାସ୍ଥଳରୁ ମିଳିନାହିଁ।



from Odisha Reporter http://bit.ly/2Ihv4L3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages