ସହିଦଙ୍କ ପରିବାରକୁ କୋଟିଏ ଟଙ୍କାର ସହାୟତା ଦେବେ ମଧ୍ୟପ୍ରଦେଶ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ସହିଦଙ୍କ ପରିବାରକୁ କୋଟିଏ ଟଙ୍କାର ସହାୟତା ଦେବେ ମଧ୍ୟପ୍ରଦେଶ ସରକାର

ଭୋପାଲ: ଗୁରୁବାର ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ସିଆରପିଏଫ୍‌ ଯବାନଙ୍କ ପରିବାରକୁ ବିଭିନ୍ନ ମହଲରୁ ସମବେଦନା ଓ ସହଯୋଗ ମିଳୁଥିବାବେଳେ ବିଭିନ୍ନ ରାଜ୍ୟର ସକକାର ସାହିଦମାନଙ୍କ ପରିବାରଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶର ଯବାନ ଅଶ୍ୱିନୀ କୁମାର କାଛୀଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କହିଥିଲେ, “ପୁଲ୍‌ୱାମା ଆକ୍ରମଣରେ ଜବଲପୁରର ସହିଦ ଯବାନ ଅଶ୍ୱିନୀ କୁମାର କାଛୀଙ୍କ ବଳିଦାନକୁ ପ୍ରଣାମ ଜଣାଉଛି। ସହିଦଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା, ଏକ ବାସଗୃହ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ। ଏହି ଦୁଃଖଦ ସ୍ଥିତିରେ ଆମେ ତାଙ୍କ ସାଥୀରେ ଅଛୁ।”



from Odisha Reporter http://bit.ly/2EcGtHP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages