୧୦ ଟଙ୍କିଆ ଶାଢ଼ି ପାଇଁ ମଲ୍‌ରେ ଦଳାଚକଟା ସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

୧୦ ଟଙ୍କିଆ ଶାଢ଼ି ପାଇଁ ମଲ୍‌ରେ ଦଳାଚକଟା ସ୍ଥିତି

56

ହାଇଦ୍ରାବାଦ: ୧୦ ଟଙ୍କାରେ ମିଳୁଛି ଶାଢ଼ି। ଏ ଖବର ପ୍ରଚାରିତ ହୋଇଯିବା ପରେ ମଲ୍‌ରେ ଲାଗିଥିଲା ମହିଳା ଓ ଯୁବତୀଙ୍କ ଭିଡ଼। ହେଲେ ଭିଡ଼ ବଢ଼ି ଦଳାଚକଟା ସ୍ଥିତି ଉପୁଜିବ ବୋଲି ଆଦୌ ଆକଳନ କରି ନଥିଲେ ମଲ୍‌ କର୍ତ୍ତୃପକ୍ଷ। ତେବେ ଭାଗ୍ୟ ଭଲ ସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ପୁଲିସ୍ ଆସି ନିୟନ୍ତ୍ରଣ କରି ଦେଇଥିଲା।

ଏ ଘଟଣା ଘଟିଛି ହାଇଦ୍ରାବାଦର ସିଦ୍ଦିପେଟ୍‌ର ସିଏମ୍‌ଆର୍‌ ମଲ୍‌ରେ। ପ୍ରବଳ ଭିଡ଼ ଯୋଗୁ ହୋଇଥିବା ଠେଲାପେଲାରେ ପଡ଼ି ଅନେକ ମହିଳା ଓ ଯୁବତୀ ଆହତ ହୋଇଛନ୍ତି ବୋଲି ପୁଲିସ୍ କହିଛି।

ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ଭିଡ଼ରେ ତାଙ୍କର ସୁନା ଚେନ୍ ଚୋରି ହୋଇଯାଇଛି।

ପୁଲିସ୍ ଏ ପୂରା ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2T2iqUA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages