
ଭଞ୍ଜନଗର(ଓଡ଼ିଶା ରିପୋର୍ଟର) ଗଂଜାମ ଜିଲ୍ଲା ସୋରଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ରାଜ୍ୟରେ ନବୀନ ସରକାର ନୁହେଁ, ପାଣ୍ଡିଆନ୍ ସରକାର ଚାଲିଛି। ତେବେ ଆମେ ନବୀନ ବାବୁଙ୍କୁ କାହିଁକି ଭୋଟ୍ ଦେବା ବୋଲି ଉପସ୍ଥିତ ଜନତାଙ୍କୁ କହିଥିଲେ ଜୁଏଲ୍। ସହିଦ୍ଙ୍କ ଦାଦାଙ୍କୁ ବିଜେଡି ନେତା ଠେଲି ଦେଉଛନ୍ତି। ରାଜ୍ୟରେ ଯଦି ନବୀନ ସରକାର ଥାନ୍ତା ତେବେ ପାଟି ଖୋଲିଥାନ୍ତେ। ହେଲେ ଏହା ପାଣ୍ଡିଆନ୍ ସରକାର, ତେଣୁ ଚୁପ୍ ରହିଲେ ବୋଲି ଆକ୍ଷେପ କରିଥିଲେ ଜୁଏଲ୍।
from Odisha Reporter https://ift.tt/2EtZWUL
No comments:
Post a Comment