
ଭୁବନେଶ୍ୱର : ଭୁବନେଶ୍ୱର ବାଙ୍କୁଆଳ ନିକଟରେ କୁଆଖାଇରେ ବୁଡ଼ି ଜଣେ ଇଂଜିନିୟରିଂ ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ଛାତ୍ର ହେଲେ ମହେନ୍ଦ୍ର ଖଟୁଆ। ଘର କେନ୍ଦ୍ରାପଡ଼ାରେ।
ସେ ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ସେ ୬ ସାଙ୍ଗଙ୍କ ସହ ଅପରାହ୍ନରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା।
from Odisha Reporter https://ift.tt/2E9KSdC
No comments:
Post a Comment