ନଦୀକୁ ଡେଇଁ ପଡ଼ିଲେ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ବାଙ୍କୀ(ସଂଦୀପ କୁମାର ନାୟକ): ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ବ୍ୟାଗ ରଖି ଯୁବତୀ ଜଣକ ଡେଇଁ ପଡ଼ିଥିଲେ। ମାତ୍ର ଯୁବତୀଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଯୁବତୀ ଜଣକ ଭୁବନେଶ୍ୱର ନୟାପଲ୍ଲୀ ଅନ୍ତର୍ଗତ ବେହେରା ସାହିର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଭ୍ୟାନିଟ୍‌ରେ ଥିବା ପରିଚୟପତ୍ରରେ ଯୁବତୀଙ୍କ ନାଁ ପୁଷ୍ପା ବେହେରା ଲେଖାଯାଇଛି। ବାରଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମହାନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି।



from Odisha Reporter https://ift.tt/2XjRPBC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages