ଉଠିଲେ ରୋହିତ, ଖସିଲେ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଉଠିଲେ ରୋହିତ, ଖସିଲେ କୋହଲି

Rohit-Sharma

ଦୁବାଇ: ICC T20 Batting ତାଲିକାରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଉପରକୁ ଉଠିଥିବା ବେଳେ ଅଧିନାୟକ ବିରାଟ କୋହଲି ତଳକୁ ଖସିଛନ୍ତି।

ରୋହିତ, କେଏଲ୍‌ ରାହୁଲଙ୍କ ସହ ୩ଟି ସ୍ଥାନ ଅଦଳବଦଳ କରିଛନ୍ତି। ରୋହିତ ୩ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ରାହୁଲ ୩ଟି ସ୍ଥାନ ତଳକୁ ଖସି ୧୦ରେ ପହଞ୍ଚିଛନ୍ତି।

ଭାରତୀୟ ଦଳର ଅନ୍ୟତମ ଓପ୍‌ନର ଶିଖର ଧୱନ ଗୋଟିଏ ସ୍ଥାନ ଉପରକୁ ଉଠି ୧୧ ନମ୍ବରରେ ପହଞ୍ଚିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ଦିଆଯାଇଥିବା ଅଧିନାୟକ କୋହଲି ୪ଟି ସ୍ଥାନ ତଳକୁ ଖସି ୧୯ ତମ ସ୍ଥାନରେ ରହିଛନ୍ତି।

ବ୍ୟାଟିଂ ତାଲିକାର ଶୀର୍ଷରେ ପାକିସ୍ତାନର ବାବର ଆଜମ୍‌ ରହିଛନ୍ତି।



from Odisha Reporter http://bit.ly/2I6eyO0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages