ପୁରସ୍କାର ପୋଛିନେଲା ତରଙ୍ଗ ସିନେ ପ୍ରଡକ୍ସନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ପୁରସ୍କାର ପୋଛିନେଲା ତରଙ୍ଗ ସିନେ ପ୍ରଡକ୍ସନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ଚଳଚ୍ଚିତ୍ର ପୁରସ୍କାର ଉତ୍ସବର ୧୬କାଟାଗୋରୀ ମଧ୍ୟରୁ ୮କାଟାଗୋରୀରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ବାଜିମାତ୍‌ କରିଛି। ଏଥର ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଟ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଶିଶୁ କଳାକର, ଶ୍ରେଷ୍ଠ ନବାଗତା ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସହଯୋଗୀ କଳାକାର, ଶ୍ରେଷ୍ଠ ଗାୟକ କାଟାଗୋରୀରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରାୟୋଜିତ ଫିଲ୍ମକୁ ଆୱାର୍ଡ ମିଳିଛି।

ଶ୍ରେଷ୍ଠ ଫିଲ୍ମ- ପ୍ରେମ୍‌ କୁମାର(ତରଙ୍ଗ ସିନେ ପ୍ରଡକ୍ସନ୍ସ)

ଶ୍ରେଷ୍ଠ ଅଭିନେତା- ଅନୁଭବ(ପ୍ରେମ କୁମାର)

ଶ୍ରେଷ୍ଠ ଅଭିନେତ୍ରୀ– ଶିବାନୀ(ପ୍ରେମ କୁମାର)

ଶ୍ରେଷ୍ଠ ଶିଶୁ କଳାକର- ଅନିମେଶ(ପ୍ରେମ କୁମାର)

ଶ୍ରେଷ୍ଠ ନବାଗତା ଅଭିନେତ୍ରୀ- ଦିବ୍ୟା(ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌)

ଶ୍ରେଷ୍ଠ ନିର୍ଦ୍ଦେଶକ- ଅଶୋକ ପତି(ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌)

ଶ୍ରେଷ୍ଠ ସହଯୋଗୀ କଳାକାର- ବୁଦ୍ଧାଦିତ୍ୟ ମହାନ୍ତି (ଶ୍ରୀମାନ୍‌ ସୁରଦାଶ)

ଶ୍ରେଷ୍ଠ ଗାୟକ– ସୋୟମ୍‌ ପାଢୀ (ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌)



from Odisha Reporter http://bit.ly/2EgW7SV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages