ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

45

ଜୟପୁର (ଟି.ଗୌରୀଶଙ୍କର): ଜୟପୁରରେ ଜରୁରୀ ଅବତରଣ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ। ଲାଞ୍ଜିଗଡ଼ ପରିବର୍ତ୍ତେ ଜୟପୁର ଏୟାରଷ୍ଟ୍ରିପ୍‌ରେ ତାଙ୍କ ବିମାନ ଜରୁରୀ ଅବତରଣ କରିଛି। ତେବେ କାହିଁକି ତାଙ୍କ ବିମାନ ଜରୁରୀ ଅବତରଣ କଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ସରକାରଙ୍କ ପକ୍ଷରୁ ଏନେଇ କିଛି ସୂଚନା ଦିଆଯାଇ ନାହିଁ।

cmକାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଞ୍ଜିଗଡ଼ରେ ଓହ୍ଲାଇ ହେଲିକପ୍ଟରରେ ରାୟଗଡ଼ା ଯାଇ ଥାଆନ୍ତେ।

ଏବେ ସେ ଜୟପୁରରେ ହେଲିକପ୍ଟରକୁ ଅପେକ୍ଷା କରିଛନ୍ତି। ଲାଞ୍ଜିଗଡ଼ରୁ ହେଲିକପ୍ଟର ଆସିବା ପରେ ସେ ରାୟଗଡ଼ା ଯିବେ।

ମୁଖ୍ୟମନ୍ତ୍ରୀ ଏବେ ଜୟପୁରରେ ବିଶ୍ରାମ ନେଉଛନ୍ତି।



from Odisha Reporter https://ift.tt/2H2fAIA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages