ଅଲ୍ ଇଣ୍ଡିଆ ପୁଲିସ୍ ରେସଲିଂରେ ରୌପ୍ୟ ଜିତିଲେ ମିନତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଅଲ୍ ଇଣ୍ଡିଆ ପୁଲିସ୍ ରେସଲିଂରେ ରୌପ୍ୟ ଜିତିଲେ ମିନତି

ଭୁବନେଶ୍ୱର: ଓଡ଼ିଶା ପୁଲିସ୍ କନଷ୍ଟେବଳ ମିନତି ଦାସ ରାଜସ୍ଥାନର ଜୟପୁରରେ ଚାଲିଥିବା ୬୭ତମ ଅଲ ଓଡ଼ିଶା ପୁଲିସ ରେସଲିଂ କ୍ଲଷ୍ଟର ଚାମ୍ପିୟନଶିପର ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ୪୫ କେଜି ବର୍ଗରେ ଭାଗ ନେଇଥିବା ମିନତି ମୋଟ ୧୧୨ ( ୪୭ କେଜି କ୍ଲିନ ଓ ୬୫ କେଜି ଜର୍କ) କେଜି ଭାର ଉଠାଇଛନ୍ତି।

ମିନତି ବର୍ତ୍ତମାନ ବ୍ରହ୍ମପୁର ପୁଲିସରେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପୁଲିସ୍ ରେସଲିଂ ଚାମ୍ପିୟନଶିପ୍ ମାର୍ଚ୍ଚ ୩ ତାରିଖରେ ଉଦଯାପିତ ହେବ।



from Odisha Reporter https://ift.tt/2EjaapO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages