ଗୋଲଡ୍‌ କପ୍‌: ବିଜୟରୁ ଭାରତୀୟ ମହିଳା ପୁଟ୍‌ବଲ ଟିମ୍‌ର ଅଭିଯାନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଗୋଲଡ୍‌ କପ୍‌: ବିଜୟରୁ ଭାରତୀୟ ମହିଳା ପୁଟ୍‌ବଲ ଟିମ୍‌ର ଅଭିଯାନ ଆରମ୍ଭ

football

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଚତୁଃରଷ୍ଟ୍ରୀୟ ଗୋଲଡ୍‌ କପ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି।

ଗତକାଲି ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇଛି। ଭାରତୀୟ ଦଳର ଖେଳାଳି ସଞ୍ଜୁ ତମାଙ୍ଗ ମ୍ୟାଚ୍‌ର ଏକାମାତ୍ର ଗୋଲ୍‌ ସ୍କୋର କରିଥିଲେ।

ସେହିପରି ଅନ୍ୟ ଏକ ମ୍ୟାଚରେ ମିଆଁମାର ୩-୦ଗୋଲରେ ନେପାଳକୁ ପରାସ୍ତ କରିଛି।



from Odisha Reporter http://bit.ly/2RQa8u7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages