ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳା

puri-12

ପୁରୀ(ପ୍ରଦୀପ ମହାନ୍ତି): ଆଜି ପବିତ୍ର ବସନ୍ତ ପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା। ଏହି ଅବସରରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟ୍ ଚ୍ୟୁଟ୍‌ ପକ୍ଷରୁ ଛାତ୍ରୀମାନେ ପୁରୀ ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳାକୃତି ତିଆରି କରିଛନ୍ତି। ଏହି ବାଲୁକା କଳାକୃତି ତିଆରି ପାଇଁ ୬ ଟନ୍ ବାଲି ଲାଗିଛି।

ମହିଳାଙ୍କୁ ସୁଯୋଗ ସହ ସଶକ୍ତି ପାଇଁ ମା’ ସରସ୍ୱତୀ ଯେମିତି ସାହା ହେବେ ସେନେଇ ଛାତ୍ରୀମାନେ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।



from Odisha Reporter http://bit.ly/2IcputA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages