ଭାରତ ଟାର୍ଗେଟରେ ଥିଲେ ଏହି ୫ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଭାରତ ଟାର୍ଗେଟରେ ଥିଲେ ଏହି ୫ ଆତଙ୍କୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ଯୋଗୁ ପାକିସ୍ତାନ ମାଟିରେ ସକ୍ରିୟ ଥିବା କିଛି କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏୟାର ଷ୍ଟ୍ରାଇକ୍‌ ପଛରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ମୁଖ୍ୟତଃ ୫ ଜଣ ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ରହିଥିଲେ। ଏହି ଆକ୍ରମଣ ପରେ ଜୈଶର ସବୁଠାରୁ ବଡ଼ କ୍ୟାମ୍ପ ଛାରଖାର ହୋଇଯାଇଛି। ତେବେ ସେହି କୁଖ୍ୟାତ ୫ ଆତଙ୍କବାଦୀ ହେଲେ

୧: ମୌଲାନା ଆମୀର(ଜୈଶର ଆକ୍କା ମୌଲାନା ମାସୁଦ ଆଝାରର ଭାଇ)। ସେ ଆଫଗାନିସ୍ତାନ ଓ କଶ୍ମୀରରେ ହେଉଥିବା ଆତଙ୍କବାଦୀ ହମ୍‌ଲା ସହ ଜଡ଼ିତ ରହିଥିଲା।

୨: ମୌଲାନା ତଲହା ସୈଫ୍‌(ମାସୁଦ ଆଝାରର ଭାଇ) ତଥା ଜୈଶର ପ୍ରଚାର ବିଭାଗ ମୁଖ୍ୟ

୩: ମୁଫତି ଆଝାର ଖାନ୍‌ କଶ୍ମିରୀ। ଏହି ଆତଙ୍କୀ ଜଣଙ୍କ କଶ୍ମୀରରେ ହେଉଥିବା ଅପରେସନର ମୁଖ୍ୟ।

୪: ଇବ୍ରାହିମ୍‌ ଆଝାର(ମାସୁଦର ବଡ଼ ଭାଇ)।

୫: ୟୁସୁଫ ଆଝାର( ମାସୁଦ ଆଝାରର ଶଳା ଓ ଟ୍ରେନିଂ କ୍ୟାମ୍ପର ମୁଖ୍ୟ)



from Odisha Reporter https://ift.tt/2Xk5N6x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages